Episode image

Biography of Shankaracharya Swaroopanand Saraswati (ଶଙ୍କରାଚାର୍ଯ୍ୟ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ଜୀବନୀ) – A Shubhapallaba Podcast

Shubhapallaba - ଶୁଭପଲ୍ଲବ - शुभपल्लब

Episode   ·  1 Play

Episode  ·  1 Play  ·  3:02  ·  Sep 11, 2022

About

ଶଙ୍କରାଚାର୍ଯ୍ୟ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀ (୨ ସେପ୍ଟେମ୍ବର ୧୯୨୪ – ୧୧ ସେପ୍ଟେମ୍ବର ୨୦୨୨) ଜଣେ ଭାରତୀୟ ଧର୍ମଗୁରୁ, ସ୍ୱାଧୀନତା ସଂଗ୍ରାମୀ ତଥା ଶଙ୍କରାଚାର୍ଯ୍ୟ ପଦବୀରେ ଭୂଷିତ ଥିଲେ । ୧୯୮୨ ମସିହାରେ, ସେ ଗୁଜୁରାଟର ଦ୍ୱାରକା ସ୍ଥିତ ଶାରଦା ପୀଠର ଏବଂ ବଦ୍ରିନାଥରେ ଜ୍ୟୋତିର୍‌ ମଠର ଶଙ୍କରାଚାର୍ଯ୍ୟ ପଦବୀରେ ରହିଥିଲେ। Read more at https://shubhapallaba.in/swaroopanand-saraswati-biography Swami Swaroorapananda Saraswati was an Indian religious leader, freedom fighter who was the Shankaracharya of Sharada Peetha of Dwaraka and Jotir Math of Badrinath. Here is the full biography of Swami Swarupananda Saraswati on ShubhaVani in association with Gapufy. This podcast is recorded in Odia language by Sangram Keshari Senapati.

3m 2s  ·  Sep 11, 2022

© 2022 Podcaster