
Biography of Rajat Kumar Kar – ରଜତ କୁମାର କରଙ୍କ ଜୀବନି – A Shubhapallaba Podcast
Shubhapallaba - ଶୁଭପଲ୍ଲବ - शुभपल्लब
Episode · 5 Plays
Episode · 5 Plays · 2:56 · May 8, 2022
About
Padmashree Rajat Kumar Kar was an Odia teacher, Jagannath culture researcher, writer.  ଭଞ୍ଜ ସାହିତ୍ୟର ଅନନ୍ୟ ପ୍ରଚାରକ ପଦ୍ମଶ୍ରୀ ରଜତ କୁମାର କର ଜଣେ ଓଡ଼ିଆ ଶିକ୍ଷାବିତ, ନାଟ୍ୟକାର ଓ ଜଗନ୍ନାଥ ସଂସ୍କୃତିର ଜଣାଶୁଣା ପ୍ରବକ୍ତା ଥିଲେ । ଦୀର୍ଘ ୬୦ ବର୍ଷରୁ ଅଧିକ ସମୟ ଧରି ସେ ଟିଭି ଓ ରେଡ଼ିଓରେ ରଥଯାତ୍ରାର ଧାରା ବିବରଣୀ ପ୍ରଦାନ କରି ଓଡ଼ିଶାର ଜନମାନସରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଥିଲେ । This podcast is presented by Pallavi Pujapanda. This podcast is done by ShubhaVani in association with Gapufy. You can read his biography on Shubhapallaba Odia Portal: https://shubhapallaba.in/biography-of-rajat-kumar-kar/
2m 56s · May 8, 2022
© 2022 Podcaster