
Biography of Indian Comedian actor Raju Srivatsava (ଭାରତୀୟ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ) in Odia – A Shubhapallaba Podcast
Shubhapallaba - ଶୁଭପଲ୍ଲବ - शुभपल्लब
Episode · 43 Plays
Episode · 43 Plays · 4:00 · Sep 21, 2022
About
ରାଜୁ ଶ୍ରୀବାସ୍ତବ ଜଣେ ଭାରତୀୟ ହାସ୍ୟ ଅଭିନେତା ଯିଏକି ମୁଖ୍ୟତଃ ଗଜୋଧର ଭାବରେ ବିଭିନ୍ନ ପ୍ରକାରର ହାସ୍ୟାତ୍ମକ କାର୍ଯ୍ୟକ୍ରମ କରୁଥିଲେ । ତାଙ୍କର ପୂରା ନାମ ହେଉଛି ସତ୍ୟ ପ୍ରକାଶ ଶ୍ରୀବାସ୍ତବ । ୧୯୬୩ ମସିହାର ଡିସେମ୍ବର ୨୫ ତାରିଖରେ ଜନ୍ମଗ୍ରହଣ କରିଥିବା ରାଜୁ ଜଣେ ହାସ୍ୟ ଅଭିନେତା ଭାବରେ ଅଭିନୟ କରିବା ସହିତ କିଛି ଧାରାବାହିକରେ ଖଳନାୟକ ଭାବରେ କାମ କରିବା ସହିତ ଭାରତୀୟ ରାଜନୀତିରେ ମଧ୍ୟ ସକ୍ରିୟ ଥିଲେ । Read more about him at https://shubhapallaba.in/indian-comedian-raju-srivastav/ Here is the full biography of Gajodhar bhaiya on ShubhaVani in association with Gapufy. This podcast is recorded in Odia language by Sangram Keshari Senapati.
4m · Sep 21, 2022
© 2022 Podcaster