Episode image

Adiguru Shankaracharya – ଆଦିଗୁରୁ ଶଙ୍କରାଚାର୍ଯ୍ୟ – A Shubhapallaba Podcast

Shubhapallaba - ଶୁଭପଲ୍ଲବ - शुभपल्लब

Episode   ·  11 Plays

Episode  ·  11 Plays  ·  4:29  ·  May 6, 2022

About

Adiguru Shankarachaya is the recreator of Sanatan Hindu Dharma. ଯେତେବେଳେ ସମଗ୍ର ଭାରତ ବର୍ଷରେ ଆଦି ଧର୍ମ ସନାତନ ଧର୍ମର ପତନ ହେବାକୁ ଲାଗିଥିଲା, ସେତେବେଳେ ଜନ୍ମଗ୍ରହଣ କରିଥିଲେ ଜଣେ ଯୁଗପୁରୁଷ, ଯିଏକି ମାତ୍ର ଅଳ୍ପ ବର୍ଷର ଜୀବନକାଳ ମଧ୍ୟରେ ସନାତନ ଧର୍ମ ବା ହିନ୍ଦୁ ଧର୍ମର ପୁନଃ ସ୍ଥାପନା କରିବାରେ ସକ୍ଷମ ହୋଇଥିଲେ । ସେ ଥିଲେ ଆଦିଗୁରୁ ଶଙ୍କରାଚାର୍ଯ୍ୟ । This podcast is presented by Pallavi Pujapanda. This podcast is done by ShubhaVani in association with Gapufy. You can read his biography on Shubhapallaba Odia Portal: https://shubhapallaba.in/adiguru-shankaracharya/

4m 29s  ·  May 6, 2022

© 2022 Podcaster