Tu Mo Hrudaya Ra Bhasha Male

Tu Mo Hrudaya Ra Bhasha Male Lyrics

Monsoon Special  by Madhav Das

Song  ·  261,117 Plays  ·  2:53  ·  Odia

Amara Muzik

Tu Mo Hrudaya Ra Bhasha Male Lyrics

ତୁ ମୋ ହୃଦୟର ଭାଷା
ତୁ ମୋ ମନର ଭରସା
ତୁ ମୋ ପ୍ରେମ ପରିଭାଷା
ସାଥିରେ

ତୁ ଏ ଅନ୍ଧାର ରେ दिशा
ତୁ ମୋ ଜିଇଁବାର ଆଶା
ତୁ ମୋ ପ୍ରେମ ପରିଭାଷା
ସାଥିରେ

ବଦଳି ଗଲାଣି ଜୀବନ
ଯେବେଠୁ ପ୍ରେମର ପବନ
ଛୁଇଁଲା ଆଖିର ସପନ
ସାଥିରେ

ପରିଚୟ ତୁ ମୋ ପରିଚୟ
ପରିଚୟ ତୁ ମୋ ପରିଚୟ

ଯେବେ ମୁଁ ଭାବିଛି ତୋତେ ରେ
କେମିତି ଜିଇଁଛୁ ସାଥିରେ
ଭିଜିଛି ଏ ଦୁଇ ଆଖିରେ
ସେ ପାଇଁ ଝୁରୁଛି ତୋତେ ରେ

ମୁଁ ତୋ ପାଇଁ ଜିଇଁଛି
ମୁଁ ତୋ ପାଇଁ ଝୁରୁଛି
ମୁଁ ତୋ କଥା ଭାବୁଛି
ସାଥିରେ (ହୁଁ-ହୁଁ-ହୁଁ)

Writer(s): Prem Anand<br>Lyrics powered by www.musixmatch.com


More from Monsoon Special

Loading

You Might Like

Loading


2m 53s  ·  Odia

Amara Muzik

FAQs for Tu Mo Hrudaya Ra Bhasha Male