Bata Bana Naika

Bata Bana Naika Lyrics

Bata Bana Naika  by Aseema Panda

Song  ·  182,313 Plays  ·  5:04  ·  Odia

© 2021 Raghvi Media

Bata Bana Naika Lyrics

ମାଡ଼ିଗଲା ଢ଼େଉ, ଲିଭିଗଲା ଚିହ୍ନ
ଲିଭିଗଲା ଚିହ୍ନ
ମାଡ଼ିଗଲା ଢ଼େଉ, ଲିଭିଗଲା ଚିହ୍ନ
ଲିଭିଗଲା ଚିହ୍ନ

ପୁବେଇ ପବନେ ବାଇୟା ବସାଟା
ପୁବେଇ ପବନେ ବାଇୟା ବସାଟା
ହେଲା ନିଶ୍ଚିହ୍ନ

ମାଡ଼ିଗଲା ଢ଼େଉ, ଲିଭିଗଲା ଚିହ୍ନ
ଲିଭିଗଲା ଚିହ୍ନ

ତୁମ ସ୍ମୃତି ଦାଗ ଦେଲା ବକ୍ଷରେ ମୋହର
ତୁମେ ଗଲା ପରେ ମୁଁ ହେବି କାହାର?
ହୋ, ନିଶ୍ଚିହ୍ନ କରି କିପରି ସ୍ମୃତି ତୁମର
ଏମିତି କାହିଁକି କଲ ପ୍ରେମକୁ ମୋର?

ବାଦଲ ଉହାଡ଼ରେ ପୂର୍ଣ୍ଣିମାରେ ଆଜି
ବାଦଲ ଉହାଡ଼ରେ ପୂର୍ଣ୍ଣିମାରେ ଆଜି
ହଜିଗଲା ଜହ୍ନ

ମାଡ଼ିଗଲା ଢ଼େଉ, ଲିଭିଗଲା ଚିହ୍ନ
ଲିଭିଗଲା ଚିହ୍ନ

ବାଟବଣା ନାୟିକା ମୁଁ ଅନ୍ଧାରେ ଗଳିନ
ଅର୍ଦ୍ଧାଳିରେ ବସି ନିଜେ ହେଇଛି ମୁଁ ପର
ହୋ, ପ୍ରେୟସୀ ପ୍ରେମୀ ମୁଁ ଥିଲି ତୁମରି ପ୍ରେମର
ଦୂର ଦ୍ଵିଗ ବଳୟେ ରହି କଲା ସାତପର

ସ୍ମୃତି ତୁମର ଛନକା ଛାତିକୁ
ସ୍ମୃତି ତୁମର ଛନକା ଛାତିକୁ
କରେ ଉଚ୍ଛନ୍ନ

ମାଡ଼ିଗଲା ଢ଼େଉ, ଲିଭିଗଲା ଚିହ୍ନ
ଲିଭିଗଲା ଚିହ୍ନ
ମାଡ଼ିଗଲା ଢ଼େଉ, ଲିଭିଗଲା ଚିହ୍ନ
ଲିଭିଗଲା ଚିହ୍ନ
ଲିଭିଗଲା ଚିହ୍ନ
ଲିଭିଗଲା ଚିହ୍ନ

Lyrics powered by www.musixmatch.com


More from Bata Bana Naika

Loading

You Might Like

Loading


5m 4s  ·  Odia

© 2021 Raghvi Media

FAQs for Bata Bana Naika