Prema Rutu

Prema Rutu Lyrics

Prema Rutu  by Humane Sagar

Song  ·  2,739,352 Plays  ·  3:41  ·  Odia

Amara Muzik

Prema Rutu Lyrics

ତୁ ମୋର ପ୍ରଥମ ପ୍ରେମ-ଋତୁ
ତୁ ମୋର ପ୍ରଥମ ପ୍ରେମ-ଋତୁ
ଧୀରେ-ଧୀରେ ଏ ମନେ ବସିଲୁ ତୁ
ଆଣିଲୁ ଜୀବନେ ନୂଆ ଋତୁ
ମୁଁ ଚାହିଁ ରହିଥିଲି ଏହି ଋତୁକୁ

ଦିଲରୁ ଦିଲକୁ ଯେବେ ବାସ୍ନା ଛୁଟେ
ହସି-ହସି ମତେ ଛୁଇଁଯାଏ
ଛିନ୍-ବିନ୍ କରିଦେଲା ଦିଲଟା ମୋର
ଛୁଁ-ଛୁଁ ଋତୁ ବାସ୍ନା ଫୁଟିଯାଏ

ତୁ ମୋର ସବୁକିଛି ଜୀବନରେ
ଓ, ତୁ ମୋର ସବୁକିଛି ଜୀବନରେ
ତୋ ପାଇଁ ସବୁ ମୁଁ ଭୁଲି ପାରେ
ସାତ ରଙ୍ଗ ମୋତେ ଧୀରେ-ଧୀରେ
ବାଟ ସାରା ରଙ୍ଗ ଢାଳିଦିଏ

ଗୁମସୁମ୍-ଗୁମସୁମ୍ ଲାଗେ ମତେ
ନଥିଲେ ରାତିରେ ତୋ ସାଥେ-ସାଥେ
କେଜାଣି କେବେ ରାତି ଦିନ ହୁଏ
ଜାଣି ହୁଏନା ତୁ ଥିଲେ ସାଥେ

ତୁ ମୋର ସୁନସାନ୍ କବିତା ଟିଏ
ତୁ ମୋର ସୁନସାନ୍ କବିତା ଟିଏ
ଥିଲେ ପାଖେ ସ୍ବପ୍ନ ଦେଖି ହୁଏ
ମୋ ଦିଲ୍ କାହାଣୀ ସଙ୍ଗୀତ ହୁଏ
ଥିଲେ ତୁ ସେ ସବୁ ଗାଇ ହୁଏ

Writer(s): Suraj Haldar<br>Lyrics powered by www.musixmatch.com


More from Prema Rutu

Loading

You Might Like

Loading


3m 41s  ·  Odia

Amara Muzik

FAQs for Prema Rutu