O Sahiba Lyrics
ଦୁନିଆକୁ କହିଦେଲି
दिल ତୋତେ ଦେଇଦେଲି
ତୁ ମୋର दिल-जानिया
ତୁ ମୋ दिलरुबा
ଓ-ଓ-ଓ-ଓ ରେ साहिबा
ଓ-ଓ-ଓ-ଓ ରେ साहिबा
ଓ-ଓ-ଓ-ଓ ରେ साहिबा
ଓ-ଓ-ଓ-ଓ ରେ साहिबा
ଖୋଜୁଥିଲି ପାଇଗଲି
ମନ ତତେ ଦେଇ ଦେଲି
ମୁଁ ତୋର दिल-जानिया
ମୁଁ ତୋ मेहबूबा
ଓ-ଓ-ଓ-ଓ ରେ साहिबा
ଓ-ଓ-ଓ-ଓ ରେ साहिबा
ଓ-ଓ-ଓ-ଓ ରେ साहिबा
ଓ-ଓ-ଓ- ଓ ରେ साहिबा
ଏକା-ଏକା ଥିଲି ଏକା
ଦେଖା-ଦେଖା ହେଲା ଦେଖା
Life ଟା ଲାଗେ जिंगा-लाला
Crazy-crazy ଲାଗେ crazy
ରାଜି-ରାଜି ମୁଁ ରାଜି
ସବୁ ଦିନ ହେବାକୁ ତୋ लैला
ହୋ, ମନ ଥଲା ଅଧା-ଅଧା
ଏବେ ଲାଗେ फिदा-फिदा
ତୋ ପ୍ରେମରେ ଆଜିକାଲି ଏ दिल ଟା डूबा-डूबा
ଓ-ଓ-ଓ-ଓ ରେ साहिबा
ଓ-ଓ-ଓ-ଓ ରେ साहिबा
ହେ, ଓ-ଓ-ଓ-ଓ ରେ साहिबा
ଓ-ଓ-ଓ-ଓ ରେ साहिबा
Dreamy-dreamy ଲାଗେ dreamy
ଝୁମି-ଝୁମି ଯାଏ ଝୁମି
ପ୍ରେମ ନା କେଉଁ ଏକ ନିଶା?
ପ୍ରେମି-ପ୍ରେମି ମୁଁ ପ୍ରେମି
ଦାମି-ଦାମି ଭାରି ଦାମି
ପ୍ରେମର ଏ ରିମଝିମ୍ ବର୍ଷା
ହଁ, ସ୍ଵପ୍ନ ଥଲା ଅଧା-ଅଧା
ଏବେ ଲାଗେ ଓଦା-ଓଦା
ଆଜି କାଇଁ ଭାବନାରେ दिल ଟା डूबा-डूबा?
ଓ-ଓ-ଓ-ଓ ରେ साहिबा
ଓ-ଓ, ଓ-ଓ-ଓ-ଓ ରେ साहिबा
ଓ-ଓ, ଓ-ଓ-ଓ-ଓ ରେ साहिबा
ଓ-ଓ-ଓ-ଓ ରେ साहिबा
Writer(s): Prem Anand<br>Lyrics powered by www.musixmatch.com
More from Elina Special
Loading
You Might Like
Loading
4m 29s · Odia