Mana Mo Ma Emiti Eka

Mana Mo Ma Emiti Eka Lyrics

Balunga Toka  by Babul Supriyo, Pamela Jain, Abhijit Mazumdar

Song  ·  503,873 Plays  ·  5:26  ·  Odia

© 2016 Amara Muzik

Mana Mo Ma Emiti Eka Lyrics

ହୋ-ହା-ଲା

ମନ ତ ଏମିତି ଏକ ପାଗଳ ଦିୱାନା
ଭଲପାଇ ପାରେ ହେଲେ କହି ସେ ପାରେନା

ଆଜି ବି ମୁଁ ହାଏ, ତାକୁ ଭଲପାଏ
ଆଜି ବି ମୁଁ ହାଏ, ତାକୁ ଭଲପାଏ
ମନ ଯେ କଲା ଚୁନା

ଭଲପାଇବାର ଇଏ କି ପାଉଣା?
ଇଏ କି ପାଉଣା?

ହୋ-ହା-ଲା
ହେ-ହା-ଲା

ଯଉଦିନ ବୁଝିବ ସେ ମୋ ପ୍ରେମର ମୂଲ
ଚିହ୍ନିବ ସେ କିଏ କଣ୍ଟା ଆଉ କିଏ ଫୁଲ
ମୋ ପ୍ରେମର ଗଭୀରତା କାହୁଁ ସେ ଜାଣିବ?
ନଦୀ କେବେ ସାଗରକୁ ମାପି କି ପାରିବ?

ଭୁଲ ଠିକଣାରେ, ଚିଠି ହଜିପାରେ
ଭୁଲ ଠିକଣାରେ, ଚିଠି ହଜିପାରେ
ଲିଭେନା ସେଥିରୁ ନାଁ

ଫେରିବ ସେ ଦିନେ, ଖୋଜି ମୋ ଠିକଣା
ଖୋଜି ମୋ ଠିକଣା

ହେ-ହା-ଲା

ବୁଝିବାକୁ ମୋର ଟିକେ ରହିଗଲା ବାକି
ଆଖିକୁ ଭରସା କରି ଗଲି ମୁଁ ଯେ ଠକି
ହୋ, ଭଲ ହେଲା ତୁଟିଗଲା ମୋର ସବୁ ଭ୍ରମ
ତା ଆଖିର ଛଳନାକୁ ଭାବିଥିଲି ପ୍ରେମ

ଚାଲୁଛି ମୁଁ ପାଦେ, ଫେରୁଛି ଦି ପାଦ
ଚାଲୁଛି ମୁଁ ପାଦେ, ଫେରୁଛି ଦି ପାଦ
ମାନୁନି ମନ ଜମା

ଆଶା ଅଛି କାଳେ, ଡ଼ାକିବ ସେ ମୋ ନାଁ
ଡାକିବ ସେ ମୋ ନାଁ

ଭଲପାଇବାର ଇଏ କି ପାଉଣା?
ଇଏ କି ପାଉଣା?

ହୋ-ହା-ଲା
ହେ-ହା-ଲା

Writer(s): Abhijit Majumdar<br>Lyrics powered by www.musixmatch.com


More from Balunga Toka

Loading

You Might Like

Loading


5m 26s  ·  Odia

© 2016 Amara Muzik

FAQs for Mana Mo Ma Emiti Eka