Dil Diwana Heigala (Title)

Dil Diwana Heigala (Title) Lyrics

Dil Diwana Heigala  by Humane Sagar, Nibedita

Song  ·  422,206 Plays  ·  4:13  ·  Odia

© 2019 Sarthak Music Pvt. Ltd.

Dil Diwana Heigala (Title) Lyrics

ତୋ ପାଇଁ आवारा ମନ, सरफिरा
ତୁ ନଥିଲେ ପାଖେ ଲାଗେ बंजारा
ତୋ ପାଇଁ आवारा ମନ, सरफिरा
ତୁ ନଥିଲେ ପାଖେ ଲାଗେ बंजारा

ଯେବେଠୁ ଆଖି-ଆଖି ମିଶିଲା
ପ୍ରେମ ର ଏ କି ରଙ୍ଗ ଲାଗିଲା

ମୋ ଦିଲ୍ ଦିୱାନା ହେଇ ଗଲା
ଦିଲ୍ ଦିୱାନା ହେଇ ଗଲା

आजा ରେ ହୃଦୟ ରାଜା सेहजादा
ହାତ ଛାଡି ଯିବୁ ନାହିଁ बेवजह
आजा ରେ ହୃଦୟ ରାଜା सेहजादा
ହାତ ଛାଡି ଯିବୁ ନାହିଁ बेवजह

ଯେବେଠୁ ଚେହେରା ତୋ ଦିଶିଲା
ପ୍ରେମ ର ଏ କି ବାସ୍ନା ଉଡିଲା

ତୋ ଦିଲ୍ ଦିୱାନା ହେଇ ଗଲା
ଦିଲ୍ ଦିୱାନା ହେଇ ଗଲା

ତୋ ପାଇଁ ବିଚରା ମନ फ़िरदौसी
ତୋ ବିନା ସପନ ଲାଗେ ପରଦେଶୀ

ତୁ ଥିଲେ ବୟସ ମୋର मख़मली
ତୋ ପ୍ରେମ ରଙ୍ଗ ରେ ମୁଁ ଯେ रंगोली

ତୁ ମୋର मरतबा
ତୁ ମୋର हर वफ़ा
ଯେବଠୁ କାନରେ ତୋ ଡାକ ଶୁଭିଲା

ମୋ ଦିଲ୍ ଦିୱାନା ହେଇଗଲା
ଦିଲ୍ ଦିୱାନା ହେଇଗଲା

ତୋ ପ୍ରେମ ଏମିତି ଲାଗେ नशीला
ନିଦ ରେ ଚାଲୁଛି ବାଟ ଏକେଲା

ହୋ, ତୋ ସାଥେ ସମୟ ଲାଗେ ସୁରିଲା
କବି ର ସାୟରୀ ତୁ ଲୋ इंसहल्लाह

ତୁ ମୋ ବୀର୍, ମୁ ଜାରା
ସ୍ପନ୍ଦନ सुन ज़रा
ଯେବଠୁ ତୋ କଥା ପବନେ ମିଶିଲା

ତୋ ଦିଲ୍ ଦିୱାନା ହେଇ ଗଲା
ଦିଲ୍ ଦିୱାନା ହେଇ ଗଲା
ମୋ ଦିଲ୍ ଦିୱାନା ହେଇ ଗଲା
ଦିଲ୍ ଦିୱାନା ହେଇ ଗଲା

Writer(s): A. S. Kumar, Bapu Goswami<br>Lyrics powered by www.musixmatch.com


More from Dil Diwana Heigala

Loading

You Might Like

Loading


FAQs for Dil Diwana Heigala (Title)