Bada Danda Dhuli Uduchhi

Subscribe to Pro to listen to this track. Go Pro
Know Why?

Bada Danda Dhuli Uduchhi Lyrics

Michha Maya Sansara  by Narendra Kumar

Song  ·  6,207 Plays  ·  5:06  ·  Odia

© 2020 Sarthak Music Pvt. Ltd.

Bada Danda Dhuli Uduchhi Lyrics

ବଡ ଦାଣ୍ଡ ଧୂଳି ଉଡୁଛିରେ ଉଡୁଛିରେ ଉଡୁଛି

ଆକାଶରୁ ଫୁଲ ଝଡୁଛିରେ ଝଡୁଛିରେ ଝଡୁଛି

ବଡ ଦାଣ୍ଡ ଧୂଳି ଉଡୁଛିରେ ଉଡୁଛିରେ ଉଡୁଛି
ଆକାଶରୁ ଫୁଲ ଝଡୁଛିରେ ଝଡୁଛିରେ ଝଡୁଛିି
(ଚକ ଚାଲୁଛି ଅଖ ଚାଲୁଛି)
ଚକ ଚାଲୁଛି ଅଖ ଚାଲୁଛି ରହି ରହିକ ରଥ ଚାଲୁଛି
ଶଙ୍ଖ ଘଣ୍ଟ ହୁଳ ହୁଳି ଦୁରୁ ଶୁଭୁଛି
ଝୁଲି ଝୁଲି ଝୁଲି ଝୁଲି କିଏ ଆସୁଛି?
ଝୁଲି ଝୁଲି ଝୁଲି ଝୁଲି କିଏ ଆସୁଛି?
ଝୁଲି ଝୁଲି ଝୁଲି ଝୁଲି କିଏ ଆସୁଛି?
ଝୁଲି ଝୁଲି ଝୁଲି ଝୁଲି କିଏ ଆସୁଛି?

କାଳିଆ ଦେହକୁ ଲୋ ତାର ସଭା ପାଏ ମଲ୍ଲି ଗଜରା
ମୁରୁକି ହସେ ଯିଏ ସେହି ବଡ଼ ଦାଣ୍ଡେ କରେ ନଖରା

କାଳିଆ ଦେହକୁ ଲୋ ତାର ସଭା ପାଏ ମଲ୍ଲି ଗଜରା
ମୁରୁକି ହସେ ଯିଏ ସେହି ବଡ଼ ଦାଣ୍ଡେ କରେ ନଖରା
ପାଦତା ହଲେ, ଦେହତା ହଲେ
ପାଦତା ହଲେ, ଦେହତା ହଲେ, ମଥା ଉପରେ ଟାହିଆ ଜୁଲି
ସରଗରୁ ଗଙ୍ଗା ଜଳ ଇନ୍ଦ୍ର ଚିଞ୍ଚୁଛି
ଝୁଲି ଝୁଲି ଝୁଲି ଝୁଲି କିଏ ଆସୁଛି?
ଝୁଲି ଝୁଲି ଝୁଲି ଝୁଲି କିଏ ଆସୁଛି?
ଝୁଲି ଝୁଲି ଝୁଲି ଝୁଲି କିଏ ଆସୁଛି?
ଝୁଲି ଝୁଲି ଝୁଲି ଝୁଲି କିଏ ଆସୁଛି?

ରଥରେ ବସିଗଲେ ସେହି କିଏ କେତେ ହୁଏ ନେହୁରା
ଭକତ ଆଖିରେସେ ଖେଳେ ସତେକି ଲୋ ନୟନ ହୀରା

ରଥରେ ବସିଗଲେ ସେହି କିଏ କେତେ ହୁଏ ନେହୁରା
ଭକତ ଆଖିରେସେ ଖେଳେ ସତେକି ଲୋ ନୟନ ହୀରା
ସବୁ ଯାଣୁଛି, ସବୁ ଶୁଣୁଛି
ସବୁ ଯାଣୁଛି, ସବୁ ଶୁଣୁଛି, ବଡ଼ ରସିକ ମନ କିଣୁଛି
ଭକତ ପାଖରେ ରଥ ବନ୍ଧା ପଡିଛି
ଝୁଲି ଝୁଲି ଝୁଲି ଝୁଲି କିଏ ଆସୁଛି?
ଝୁଲି ଝୁଲି ଝୁଲି ଝୁଲି କିଏ ଆସୁଛି?
ଝୁଲି ଝୁଲି ଝୁଲି ଝୁଲି କିଏ ଆସୁଛି?
ଝୁଲି ଝୁଲି ଝୁଲି ଝୁଲି କିଏ ଆସୁଛି?
ବଡ ଦାଣ୍ଡ ଧୂଳି ଉଡୁଛିରେ ଉଡୁଛିରେ ଉଡୁଛି

ଆକାଶରୁ ଫୁଲ ଝଡୁଛିରେ ଝଡୁଛିରେ ଝଡୁଛି

ବଡ ଦାଣ୍ଡ ଧୂଳି ଉଡୁଛିରେ ଉଡୁଛିରେ ଉଡୁଛି
ଆକାଶରୁ ଫୁଲ ଝଡୁଛିରେ ଝଡୁଛିରେ ଝଡୁଛିି
(ଚକ ଚାଲୁଛି ଅଖ ଚାଲୁଛି)
ଚକ ଚାଲୁଛି ଅଖ ଚାଲୁଛି ରହି ରହିକା ରଥ ଚାଲୁଛି
ଶଙ୍ଖ ଘଣ୍ଟ ହୁଳ ହୁଳି ଦୁରୁ ଶୁଭୁଛି
ଝୁଲି ଝୁଲି ଝୁଲି ଝୁଲି କିଏ ଆସୁଛି?
ଝୁଲି ଝୁଲି ଝୁଲି ଝୁଲି କିଏ ଆସୁଛି?
ଝୁଲି ଝୁଲି ଝୁଲି ଝୁଲି କିଏ ଆସୁଛି?
ଝୁଲି ଝୁଲି ଝୁଲି ଝୁଲି କିଏ ଆସୁଛି?
ଝୁଲି ଝୁଲି ଝୁଲି ଝୁଲି କିଏ ଆସୁଛି?
ଝୁଲି ଝୁଲି ଝୁଲି ଝୁଲି କିଏ ଆସୁଛି?

Writer(s): Shantiraj Khosla, Swami Arupananda<br>Lyrics powered by www.musixmatch.com


More from Michha Maya Sansara

Loading

You Might Like

Loading


FAQs for Bada Danda Dhuli Uduchhi