Pyar Wala Natak

Pyar Wala Natak Lyrics

Selfish Dil  by Tarique Aziz

Song  ·  106,378 Plays  ·  4:30  ·  Odia

© 2019 Odisha Television Ltd

Pyar Wala Natak Lyrics

ଯେବେଠାରୁ ମୋ ପ୍ରେମର ହାୱା ବାଜିବ
ହୋଲ୍ ନାଇଟ୍ ହିରୋଇନ୍ ଙ୍କ ର ନିଦ ହଜିବ
ଯେବେଠାରୁ ମୋ ପ୍ରେମର ହାୱା ବାଜିବ
ହୋଲ୍ ନାଇଟ୍ ହିରୋଇନ୍ ଙ୍କ ର ନିଦ ହଜିବ
ଯୋଉ ଝିଅ ଦେଖେଇବ ଛଇ ଛଟକା ଛଇ ଛଟକା ଛଇ ଛଟକା
ମୋ ଦିଲ୍ କହିବ ଆକାଶବାଣୀ କଟକ
ଶୁଣନ୍ତୁ ପ୍ୟାର୍ ୱାଲା ନାଟକ
ମୋ ଦିଲ୍ କହିବ ଆକାଶବାଣୀ କଟକ
ଶୁଣନ୍ତୁ ପ୍ୟାର୍ ୱାଲା ନାଟକ
ଯେତକ ସବୁ ବିୟୁଟି ବେବୀ
ମାଗିବେ ମୋର ଦିଲ୍ କି ଚାବି
ଲଭ୍ କରିବାକୁ ଥରେ
କେତେ ମୋ ପାଇଁ କରନ୍ତି ଲବି
କିଏ ମୋ ପାଇଁ ଟାଟୁ କରିବ
କିଏ ମୋ ପାଇଁ ପାର୍ଲର ଯିବ
କିଏ ସେ ଅଧ ରାତି ପରେ
ମିସ୍ ୟୁ ଜାନୁ ମେସେଜ ଦେବ
ଯେବେଠାରୁ ମୋ ପ୍ରେମର ଜଲୱା ଚାଲିବ
ମାଆ କସମ୍ ଝିଅଙ୍କର କିସ୍ମତ୍ ଖୋଲିବ
ମନ ମୋର ଯାହା ଉପରେ ହବ ଅଟକ ହବ ଅଟକ ହବ ଅଟକ
ମୋ ଦିଲ୍ କହିବ ଆକାଶବାଣୀ କଟକ
ଶୁଣନ୍ତୁ ପ୍ୟାର୍ ପ୍ୟାର୍ ପ୍ୟାର୍ ପ୍ୟାର୍ ପ୍ୟାର୍ ପ୍ୟାର୍ ୱାଲା ନାଟକ
ଶୁଣନ୍ତୁ ପ୍ୟାର୍ ୱାଲା ନାଟକ
ହିରୋ ଟୋକା ମୁଁ ରୋମିଓ ମାର୍କା
ଫିଗର୍ ଚୋଖା ଜିଗର୍ ଚୋଖା
ପ୍ରେମରେ କୋହଲି ପରା ମୁଁ
କିଏ ସେ ହବ ମୋ ଅନୁଷ୍କା
କୁଆଁରା ମନ ରଖିଛି ଫାଙ୍କା
ଏ ଯାଏଁ ନାହିଁ ଜଣେ ପ୍ରେମିକା
ଉଠିବ ଲଟେରୀ ଧମାକା
ବନିଯିବ ଜଣେ ମୋ ମାସୁକା
ଯେବେଠୁ ସିଏ ଲାଇଫ୍ ରେ ମୋ ଏଣ୍ଟ୍ରି କରିବ
ସତ କହୁଛି ଲଭ୍ ଷ୍ଟୋରି ହିଟ୍ ମାରିବ
ଖୋଲି ରଖିଛି ତାଆରି ପାଇଁ ଛାତିଫାଟକ ଛାତିଫାଟକ ଛାତିଫାଟକ
ମୋ ଦିଲ୍ କହିବ ଆକାଶବାଣୀ କଟକ
ଶୁଣନ୍ତୁ ପ୍ୟାର୍ ପ୍ୟାର୍ ପ୍ୟାର୍ ପ୍ୟାର୍ ପ୍ୟାର୍ ପ୍ୟାର୍ ୱାଲା ନାଟକ
ଶୁଣନ୍ତୁ ପ୍ୟାର୍ ୱାଲା ନାଟକ
ମୋ ଦିଲ୍ କହିବ ଆକାଶବାଣୀ କଟକ
ଶୁଣନ୍ତୁ ପ୍ୟାର୍ ୱାଲା ନାଟକ
ମୋ ଦିଲ୍ କହିବ ଆକାଶବାଣୀ କଟକ
ଶୁଣନ୍ତୁ ପ୍ୟାର୍ ୱାଲା ନାଟକ

Writer(s): Soumitra Pallai<br>Lyrics powered by www.musixmatch.com


More from Selfish Dil

Loading

You Might Like

Loading


4m 30s  ·  Odia

© 2019 Odisha Television Ltd

FAQs for Pyar Wala Natak