Parilini Paunji Sad Lyrics
ପାରିଲିନି ପାଉଁଜି ପିନ୍ଧେଇ
ତଥାପି ମୁଁ ଦଉଛି ବଧେଇ
ବଞ୍ଚିଥିଲି ଯାହା ପାଇଁ, ମରୁଚି ମୁଁ ଯାହା ପାଇଁ
ତୁ ସେଇ ଝିଅ ବନ୍ଧୁ ମୋର
ଭଲରେ, ଭଲରେ ରହିଥା ସୁଖରେ ତୋର
ବଜର ହଉ ତୋ ସୁହାଗ ଶଙ୍ଖା, ସିନ୍ଦୁର
Lyrics powered by www.musixmatch.com
More from Pagala Karichi Paunji Tora
FAQs for Parilini Paunji Sad