Majhire Sesa Srabana

Majhire Sesa Srabana Lyrics

Puni Thare Romantic Song Vol 9  by Bishnu Mohan Kabi

Song  ·  4,613 Plays  ·  3:52  ·  Odia

© 2019 Sarthak Music Pvt. Ltd.

Majhire Sesa Srabana Lyrics

ମାଝୀରେ
ଶେଷ ଶ୍ରାବଣ, ପୂରୁବ ପବନ ବହି ଯାଏ, ମାଝୀରେ
ଝୁରେ ରାଇ ପରାଣ
ମାଝୀରେ
ଶ୍ୟାମକି ବୁଝେ ତା ମନ
ଝୁରେ ରାଇ ପରାଣ
ମାଝୀରେ

ବୃନ୍ଦାବନେ କଳାକାହ୍ନୁ ଖେଳ ଦେଖି ରାଧା ହେଲା ବାଇ
ଆପଣାର ବୋଲି ଭାବି ମନେ-ମନେ ସେଯେ ଗଲା ଧାଇଁ
କହରେ ମାଝୀ କିଏବା ଆଜି ବୁଝେ ତାର ମନ
ଭଲାବିହି ହେଲା ବାମ
ମାଝୀରେ

ଜାଣେନା ସେ କିଏ ପର ଏଠି ପୁଣି ଆପଣାର
କିଏ ତାର ପରବାସ ପୁଣି କାହିଁ ଅବା ନିଜ ଘର
କହରେ ମାଝୀ କିଏବା ଆଜି ବୁଝେ ତାର ମନ
ଭଲାବିହି ହେଲା ବାମ

ଶ୍ୟାମ କି ବୁଝେ ତା ମନ ଝୁରେ
ମାଝୀରେ
ଶେଷ ଶ୍ରାବଣ, ପୂରୁବ ପବନ ବହି ଯାଏ, ମାଝୀରେ
ଝୁରେ ରାଇ ପରାଣ
ମାଝୀରେ

Writer(s): Praffula Kar<br>Lyrics powered by www.musixmatch.com


More from Puni Thare Romantic Song Vol 9

Loading

You Might Like

Loading


FAQs for Majhire Sesa Srabana