Han Matira Kandhei

Han Matira Kandhei Lyrics

Rajaa Jhia Sange Heigala Bhaba  by Nibedita, Prem Anand

Song  ·  183,758 Plays  ·  2:37  ·  Odia

© 2016 RDC Media Pvt. Ltd

Han Matira Kandhei Lyrics

ନା ମାଟିର କଣ୍ଢେଇ
ନା କାଚର କଣ୍ଢେଇ
ନା କାଗଜ କଣ୍ଢେଇ
ନା ମହମ କଣ୍ଢେଇ

ନା ମାଟିର କଣ୍ଢେଇ, ନା କାଚର କଣ୍ଢେଇ
ନା କାଗଜ କଣ୍ଢେଇ, ନା ମହମ କଣ୍ଢେଇ

କଣ୍ଢେଇ ମୁଁ ସତ-ସତିକା

ମନ କିଣିନବ ଯିଏ ମୁଁ ତା ପାଇଁକା
ହଁ, ମନ କିଣିନବ ଯିଏ ମୁଁ ତା ପାଇଁକା

ନା ରଜାର ପୁଅ ମୁଁ, ନା ସାଧବ ପୁଅ ମୁଁ
କିଣିବି କେମିତି ଗରିବ ପୁଅ ମୁଁ?

ବାମନ ମୁଁ ତମ ପାଇଁକା

ଦୂର ଆକାଶର ଜହ୍ନ ତମେ ମୋ ପାଇଁକା
ହଁ, ମନ କିଣିନବ ଯିଏ ମୁଁ ତା ପାଇଁକା

ତେର ନଇଁ ଡେଇଁ, ଦରିଆ ସେପାରି
ଶଙ୍ଖା, ଶାମୁକାର ଦ୍ୱୀପ
ଅଜଗର ଚିରି କିଏ ଆଣିଦବ?
ଆଇନା-କୁହୁକ-ସିପ

ଅଜଗର ମାରି, ଆଇନାକୁ ଧରି
ଆସିବି ବାହାରି ଦରିଆ ପହଁରି

ଢେଇ ସାଥେ ନାଚି-ନାଚିକା

ଡ଼ର ନାହିଁ ମରିବାକୁ ତମ ପାଇଁକା
ହଁ, ମନ କିଣିନବ ଯିଏ ମୁଁ ତା ପାଇଁକା

ଅଳପ ବୁଦ୍ଧିରେ ଯେତିକି ବୁଝିଚି
ତମେ ରଜାଘର ଝିଅ
କି ଅବା ଅଭାବ ପୂରଣ କରିବ?
ମାମୁଲି ଗୁଡ଼ିଆ ପୁଅ

କି ରାଜା କି ପ୍ରଜା, ଧନୀ କି ଗରିବ
ସବୁରି କିଛିତ ଥାଏ ଯେ ଅଭାବ

ଖୋଜୁଛି ମୁଁ ତମ ପରିକା

ପାଖେ ପାଖେ ଥିବ ମୋର ଛାଇ ପରିକା
ହାଁ, ଜୀବନ ଲଢ଼େଇ ଦେବି ମୁଁ ତମ ପାଇଁକା
ହଁ, ମନ କିଣିଦେଲ ମୋର, ମୁଁ ତମ ପାଇଁକା

Lyrics powered by www.musixmatch.com


More from Rajaa Jhia Sange Heigala Bhaba

Loading

You Might Like

Loading


2m 37s  ·  Odia

© 2016 RDC Media Pvt. Ltd

FAQs for Han Matira Kandhei