Bula kukura

Bula kukura Lyrics

Ole Ole Dil Bole  by Ashutosh, Diptirekha Padhi

Song  ·  235,571 Plays  ·  3:26  ·  Odia

© 2019 Sarthak Music Pvt. Ltd.

Bula kukura Lyrics

ରବିବାର ରୁ ସୋମବାର ତୁ ମୋର
ସୋମବାର ରୁ ରବିବାର ମୁଁ ତୋର
ଦିନ 12ଟାରୁ ରାତି 12 ତୁ ମୋର
ରାତି 12ଟାରୁ ଦିନ 12 ମୁଁ ତୋର
ମୋତେ ଛାଡ଼ି ଯଦି ଆଉ କାହା ପଛେ ମାରିବୁ ଚକ୍କର (ଉଠା ବାର ବେଡା ପାର)

ମୁଁ ଲଗେଇଦେବି ତୋ ପଛରେ ବୁଲା କୁକୁର
ମୁଁ ଲଗେଇଦେବି ତୋ ପଛରେ ବୁଲା କୁକୁର
ମୁଁ ଲଗେଇଦେବି ତୋ ପଛରେ ବୁଲା କୁକୁର
ମୁଁ ଲଗେଇଦେବି ତୋ ପଛରେ ବୁଲା କୁକୁର

ତୋ ବିନା ସାରା ରାତି ଛଟପଟ ଏ ମନ
ତୁ ଥିଲେ ଭାତ, ଡାଲି, ମାଟି ହାଣ୍ଡି mutton
ତୋ ବିନା ମୋ ଘରେ ଫୁଟେ ନାହିଁ ଫୁଟଣ
ତୁ ଥିଲେ ସବୁବେଳେ ମୋର ଡେରି ଉଠାଣ

Cofee ଠାରୁ cocktail ତୁ ମୋର
Dinning ରୁ drawing room ମୁଁ ତୋର
Cofee ଠାରୁ cocktail ତୁ ମୋର
Dinning ରୁ drawing room ମୁଁ ତୋର
ମୋତେ ଛାଡ଼ି ଯଦି ଆଉ କାହା ସାଥିରେ କରିବୁ dinner (ମାର ତାଳି, ଉଠା ତାଳି)

ମୁଁ ଲଗେଇଦେବି ତୋ ପଛରେ ବୁଲା କୁକୁର
ମୁଁ ଲଗେଇଦେବି ତୋ ପଛରେ ବୁଲା କୁକୁର
ମୁଁ ଲଗେଇଦେବି ତୋ ପଛରେ ବୁଲା କୁକୁର
ମୁଁ ଲଗେଇଦେବି ତୋ ପଛରେ ବୁଲା କୁକୁର

ତୋ ଆଖି ମୋ ଆଖି ହେଇଗଲେ ଲଢେଇ
गलती से mistake କରିବାକୁ ପଡ଼ଇ
ତୋ କଥା ଭାବିଦେଲେ ମୋ ମନ ଉଡ଼ଇ
ମୋ ଠାରୁ ତୋତେ କିଏ ପାରିବେନି ଛଡେଇ

ଆଇନାରୁ Inox ତୁ ମୋର
Inox ରୁ ଆଇନା ମୁଁ ତୋର
ହଁ ଆଇନାରୁ Inox ତୁ ମୋର
Inox ରୁ ଆଇନା ମୁଁ ତୋର
ମୋତେ ଛାଡ଼ି ଯଦି ଆଉ କା′ ଛାତିରେ କରିବୁ ତୁ ଘର (ଧର-ଧର ଚୋରକୁ ଧର)

ମୁଁ ଲଗେଇଦେବି ତୋ ପଛରେ ବୁଲା କୁକୁର
ମୁଁ ଲଗେଇଦେବି ତୋ ପଛରେ ବୁଲା କୁକୁର
ମୁଁ ଲଗେଇଦେବି ତୋ ପଛରେ ବୁଲା କୁକୁର
ମୁଁ ଲଗେଇଦେବି ତୋ ପଛରେ ବୁଲା କୁକୁର

Lyrics powered by www.musixmatch.com


More from Ole Ole Dil Bole

Loading

You Might Like

Loading


FAQs for Bula kukura